ରାଜ୍ୟ

ଏମ୍ସର ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର : ଜୁନ ୧୬ରୁ ୨୧ ଯାଏଁ ହେବାକୁ ଥିବା ଏମ୍ସ କମନ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା । ଏନେଇ ପରୀକ୍ଷା କେବେ ହେବେ ତାହାର ବିଜ୍ଞପ୍ତି ପରେ ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ଭୁବନେଶ୍ୱର ଏମ୍ସ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୪୨ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୬୩ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୯୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦୦ ସଂକ୍ରମିତ ।

Leave a Reply

Your email address will not be published. Required fields are marked *