ରାଜ୍ୟ

ୟୁଜି , ପିଜି ପରୀକ୍ଷା ନେଇ କଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟରେ ୟୁଜି,ପିଜର ପରୀକ୍ଷା ହେବ । ଏନେଇ ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ହେବ । ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି କି ୭ ଦିନ ମଧ୍ୟରେ ବିଭିନ୍ନ କୂଳପତିମାନେ ବିଭିନ୍ନ କଲେଜ୍ ର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଜୁନ ଶେଷ ସୁଦ୍ଧ ପିଲାଙ୍କ କୋର୍ସ ଶେଷ ହେବ । ତେଣୁ ପିଲାଙ୍କ ପାଠପଢା ଜାରି ରଖିବା ଦରକାର ଓ ପରୀକ୍ଷା ହେଲେ ଭଲ । ୧୮ ତାରିଖରେ ପୁଣି କୂଳପତିମାନଙ୍କ ବୈଠକ ବସିବ । ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *