ରାଜ୍ୟ

ଏଣିକି ପଛୁଆ ରହିବେନି କିନ୍ନର, ସରକାର କଲେ ବଡ ଘୋଷଣା

ଭୁବନେଶ୍ୱର : ରାଜ୍ୟର କିନ୍ନର ମାନଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ସବ୍ ଇନ୍ସପେକ୍ଟର୍ ପଦବୀ ପାଇଁ ଆଗ୍ରହୀ ଥିବା କିନ୍ନର ମାନେ ଆବେଦନ କରିପାରିବେ। ଏଥିସହ କନେଷ୍ଟବଳ ପଦ ପାଇଁ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ । ଏନେଇ ଆଜି ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ । କିନ୍ନର ମାନଙ୍କ ଉନ୍ନତି ଦିଗରେ ଧ୍ୟାନ ଦିଆଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ପ୍ରେସମିଟ୍ ରେ କହିଥିଲେ ଅଭୟ ।

Leave a Reply

Your email address will not be published. Required fields are marked *