ଦେଶ- ବିଦେଶ

ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭିି ତିଆରି ଅନୁମତି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭି ତିଆରି ଅନୁମତି । ଋଷିଆ ପ୍ରସ୍ତୁତ ସ୍ଫୁଟନିକ-ଭି ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ପରୀକ୍ଷାମୂଳକ ଭାବେ ଟିକା ତିଆରି ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ଡିସିଜିଆଇର ଅନୁମତି । ଭାରତରେ ଡକ୍ଟର ରେଡ୍ଡିସ୍ ଲ୍ୟାବ ତିଆରି କରୁଛି ସ୍ଫୁଟନିକ-ଭି ଟିକା । ସ୍ଫୁଟନିକ-ଭି ଟିକା ତିଆରି ପାଇଁ ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ ସରକାରଙ୍କୁ ମାଗିଥିଲା ଅନୁମତି ।

Leave a Reply

Your email address will not be published. Required fields are marked *