ରାଜ୍ୟ

ପୁରୀ ଜିଲ୍ଲାପାଳ ଅସ୍ତରଙ୍ଗ ବ୍ଲକ୍ ଗସ୍ତ

ପୁରୀ (ବସନ୍ତ ଦାସ) : ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅସ୍ତରଙ୍ଗ ବ୍ଲକ ଗସ୍ତ କରି ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ… ଅସ୍ତରଙ୍ଗ ଉପକୂଳ ଗ୍ରସ୍ତ, ସ୍ଥିତି ଅନୁଧ୍ୟାନ କରିଥିଲେ ।  ତଣ୍ଡlହାର, କେଉଟ ଜଙ୍ଗl, ବନ୍ତିଳୋ, ନଗର, ନୂଆଗଡ଼ ପ୍ରଭୁତି ସ୍ଥାନ ବୁଲି ତଳିଆ ଅଂଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦେଲେ ।

Leave a Reply

Your email address will not be published. Required fields are marked *