ରାଜ୍ୟ

ଶ୍ରୀମନ୍ଦିରରେ ଅଘଟଣ : କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଲା ନୀଳଚକ୍ର ବାନା ବାଉଁଶ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ  ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡ଼ିଥିଲା। ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା କହିଛନ୍ତି ସେବାୟତ।

Leave a Reply

Your email address will not be published. Required fields are marked *