ରାଜନୀତି

ବିଜେପିରେ ଯୋଗ ଦେଲେ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପାହି

ଭୁବନେଶ୍ୱର  : ଆଜି ବିଜେପିରେ ଯୋଗ ଦେଇଛନ୍ତି ପୁର୍ବତନ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପାହି । ପିପିଲିରେ ନିର୍ବାଚନୀ ମାହୋଲ ଭିତରେ ସ୍ମୃତିରେଖା ଦଳ ପରିବର୍ତ୍ତନ କରିଛନ୍ତି । ଅନ୍ୟପଟେ ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ବାଚନ ସ୍ଥଗିତ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *