ରାଜନୀତିରାଜ୍ୟ

କଂଗ୍ରେସରୁ ସ୍ମୃତିରେଖା ପହିଙ୍କ ଇସ୍ତଫ।

ଭୁବନେଶ୍ୱର :  କଂଗ୍ରେସ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ଯାଜପୁରର  ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ କଂଗ୍ରେସ ପାର୍ଥ୍ରୀ ଭାବେ ଲଢିଥିଲେ । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଅନେକ ସମୟରେ ଦଳ ତାଙ୍କୁ ସହଯୋଗ କରି ନଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ସ୍ମୃତିରେଖା ପହି ।

Leave a Reply

Your email address will not be published. Required fields are marked *