ମହାନଗରରାଜ୍ୟ

ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର :  ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ । କୋଭିଡ଼୍ ନିୟମ ଅମାନ୍ୟ ଅଭିଯୋଗରେ ବିଏମସି ପକ୍ଷରୁ ଏହି ସିଲ୍ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଏନେଇ ପୂର୍ବରୁ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଓ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଅନ୍ୟପଟେ କାରଣ ଦର୍ଶାଓ ନୋଟିସ୍ ର ସଠିକ ଉତ୍ତର ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ରଖିପାରି ନଥିବାରୁ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *